This browser does not support the video element.
ଭଞ୍ଜନଗର: ଜରିପଲ୍ଲୀ ଠାରେ ଟ୍ରାକ୍ଟର ବାଇକ ଧକା ବାଇକ ଚାଳକ ଗୁରୁତର ।
Bhanjanagar, Ganjam | May 29, 2025
ଜରିପଲ୍ଲୀ ଠାରେ ଟ୍ରାକ୍ଟର ବାଇକ ଧକା ବାଇକ ଚାଳକ ଗୁରୁତର । ଜଗନ୍ନାଥପ୍ରସାଦ ଥାନା ଜରିପଲ୍ଲୀ ନିକଟ ରେ ଏକ ବାଇକ କୁ ଟ୍ରାକ୍ଟର ଧକା ଦେବା ଫଳରେ ବାଇକ ଚୁରମାର ହେବା ସହ ବାଇକ ଚାଳକ ରକ୍ତାକ୍ତ ହୋଇଛନ୍ତି । ଅଞ୍ଚଳବାସୀ ବାଇକ ଚାଳକ ଙ୍କୁ ଉଧାର କରି ଭଂଜନଗର ମେଡ଼ିକାଲ କୁ ପଠାଇଛନ୍ତି । ଗୁରୁତର ଆହତ ବାଇକ ଚାଳକ ଙ୍କ ପରିଚୟ ଜଣାପଡିନି । ଏହି ଦୁର୍ଘଟଣା ଟି ସନ୍ଧ୍ୟା ୫.୩୦ ବେଳେ ଘଟିଛି । କେଉଁ କାରଣରୁ ଏଭଳି ଜନଶୁନ୍ୟ ରାସ୍ତାରେ ଦୁର୍ଘଟଣା ଘଟିଲା ତାହାକୁ ନେଇ ଚର୍ଚ୍ଚା ହେଉଛି । ପୋଲିସ ପଂହଁଚି ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।