Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ଏନ ଏସି କାର୍ଯ୍ୟାଳୟ ପରିସରରେ ରେ ସ୍ୱାୟତ୍ତ ଶାସନର ଦିବସ ପାଳିତ, ମତପ୍ରକାଶ କରିଛନ୍ତି ଏନ ଏସି ଅଧିକାରୀ ଆଭାଶ ପାଣିଗ୍ରାହୀ

Bhadrak Rural, Bhadrak | Aug 31, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏସି କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ଉକ୍ତ ଉତ୍ସବରେ ଏନ ଏସି ଅଧିକାରୀ ଆଭାଶ ପାଣିଗ୍ରାହୀ ଓ ଏନ ଏସି ଅଧ୍ୟକ୍ଷା ଶାନ୍ତି ଲତା ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ।ଏନ ଏସି ର ସମସ୍ତ କାଉନସିଲ ଙ୍କ ସହିତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଆଜି ସକାଳ ୮.୩୦ ମିନିଟ ସମୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us