This browser does not support the video element.
ଡାବୁଗାଁ: ବାଙ୍କସର୍ଗି ଠାରେ ବିତିୟ ସ୍ୱାକ୍ଷରତା sachbଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
Dabugan, Nabarangpur | Sep 12, 2025
ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ବାଙ୍କ ସର୍ଗି ଠାରେ ବିତ୍ତୀୟ ସ୍ୱାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଞ୍ଚୟ କିପରି କରିବା, ସୁକନ୍ୟା ଯୋଜନା ,ଅଟଳ ଯୋଜନା ,ବୀମା ଯୋଜନା ପ୍ରମୁଖ ବିଷୟରେ ସଚେତନତା କରାଯାଇଥିଲା । ଏହି ଶିବିରରେ ଗ୍ରାମର ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ ।ଏହି କାର୍ଯ୍ୟକ୍ରମ ରେ ସିଏଫଏଲ ଓ ଆସୋସିଆଟ ଅନିଲ ପ୍ରଭାତ ଭତ୍ରା ଉପସ୍ଥିତ ରହି ଲୋକଙ୍କୁ ସଚେତନତା କରାଇ ଥିଲେ ।