Download Now Banner

This browser does not support the video element.

ଛତ୍ରପୁର: ପୋଡ଼ାପଦର ଠାରେ ଜଗନ୍ନାଥ ମନ୍ଦିର ପାଇଁ ନୂତନ ରଥକାଠ ପୂଜା, ଯୋଗଦେଲେ ଛତ୍ରପୁର ବିଧାୟକ

Chhatrapur, Ganjam | Sep 5, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଡ଼ାପଦର ଠାରେ ଜଗନ୍ନାଥ ମନ୍ଦିର ପାଇଁ ନୂତନ ରଥକାଠ ପୂଜା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ପୂଜାରେ ସାମିଲ ହୋଇଛନ୍ତି ।ପୂଜା କାଠ ଏବଂ କୋଠ ଘର ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ବିଧାୟକ ।
Read More News
T & CPrivacy PolicyContact Us