Download Now Banner

This browser does not support the video element.

ସଦର: ହର ଘର ତିରଙ୍ଗା ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଲାଞ୍ଜିଗଡ଼ ଅଞ୍ଚଳର ମା ହୀରାନୀଳ ସ୍ୱୟଂ ସହାୟକ ଦ୍ୱାରା ଜାତୀୟ ପତାକା ଶିଳ୍ପ କାମ ଆରମ୍ଭ

Sadar, Kalahandi | Aug 6, 2025
"ହର ଘର ତିରଙ୍ଗା" ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ଆଜି ଜିଲ୍ଲା ସ୍ତରରେ "ହର ଘର ତିରଙ୍ଗା" କ୍ୟାମ୍ପେନ୍ ସଫଳ କରିବା ପାଇଁ ସମସ୍ତ ଶାମିଲ ହିତଧାରୀ ସଂସ୍ଥା ଓ ବ୍ୟକ୍ତିମାନଙ୍କ ସହିତ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ବୈଠକରେ ଅଭିଯାନ ସଫଳ କରିବାକୁ ନିର୍ଦ୍ଦେଶନା ଦିଆଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଲାଞ୍ଜିଗଡ଼ ଅଞ୍ଚଳର "ମା ହୀରା ନୀଳ ସ୍ୱୟଂ ସହାୟକ ମହାସଂଘ" ଦ୍ୱାରା ଜାତୀୟ ପତାକା ଶିଳ୍ପ କାମ ଆରମ୍ଭ କରାଯାଇଛି। ଏହା ମାନବ ସମ୍ପଦ ସୃଷ୍ଟି ସହିତ ଗୌରବମୟ ଅଭିଯାନକୁ ଗ୍ରାମ ଲେଭେଲ ରେ ପହଞ୍ଚେଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛ
Read More News
T & CPrivacy PolicyContact Us