Install App
rajesh223637
This browser does not support the video element.
ସୋନପୁର: ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ଉପଲକ୍ଷେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲ ସହ ଗୋଷ୍ଠୀ ଶିକ୍ଷାଧିକାରୀ
Sonapur, Subarnapur (Sonepur) | Sep 5, 2025
ସୂଚନା ଅନୁସାରେ ଆଜି ପବିତ୍ର ଗୁରୁଦିବସ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଲିଆପାଲି ଠାରେ ଗୁରୁଦିବସ ଉପଲକ୍ଷେ ପୂର୍ବାହ୍ନ 10 ଘଣ୍ଟା ପର୍ଯ୍ୟନ୍ତ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ଶହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଫକୀର ଚରଣ ଭୋଇ ଯୋଗଦାନ କରି ଥିବାବେଳେ, ଶିକ୍ଷୟତ୍ରୀ ଶ୍ରୀମତୀ ବିଶ୍ୱ ବିଭୂଷିତା ପଣ୍ଡା ସଭା ପରିଚାଳନା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!