This browser does not support the video element.
ଭେଡେନ: ମୋବାଇଲରେ ଧମକଚମକ ଦେଉଥିବା ଅଭିଯୋଗ, ଥାନାରେ ଏତଲା
Bheden, Bargarh (Baragarh) | Mar 30, 2024
ଆଜି ଶନିବାର ଅପରାହ୍ନ ୨ଟା ସମୟରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅଧିନ ଲିମ୍ବଟିକ୍ରା ଗ୍ରାମର ଜଣେ ଯୁବକଙ୍କୁ ମୋବାଇଲର ଖରାପ ମେସେଜ ପଠାଇବା ସହ ଧମକ ଚମକ ଦେଉଥିବା ଅଭିଯୋଗ କରି ଭେଡେନ ଥାନାରେ ଯୁବକ ଜଣକ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ ଭେଡେନ ଥାନା ଅଧିନ ଲିମଟିକ୍ରା ଗ୍ରାମର ଯୁବକ ଦୟାନନ୍ଦ କୁମ୍ଭାରଙ୍କ ମୋବାଇଲ ନମ୍ବର ୯୦୭୮୯୩୨୩୮୧ କୁ ହେକ କରି ଜଣେ ଅଜଣା ବ୍ଯକ୍ତି ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଉଛି ଏଥିପ୍ରତି ଦୁଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।