Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ସାନ କେରକୋ ମଣ୍ଡଳ ଅଧିନ ବିଭିନ୍ନ ଅଞ୍ଚଳରେ କାମଧେନୁ ଯୋଜନାରେ ୫୦ଟି ଗାଈ ପ୍ରଦାନ କଲେ ୨ ଜଣ ବିଧାୟକ
Baripada M, Mayurbhanj | Aug 26, 2025
ମଙ୍ଗଳବାର ଦିନ ପ୍ରାୟ ୧ଟାରେ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ବଡସାହି ବ୍ଲକର ସାନ କେରକୋ ମଣ୍ଡଳ ଅଧିନରେ ବିଭିନ୍ନ ଅଞ୍ଚଳରେ ସରକାରଙ୍କ କାମଧେନୁ ଯୋଜନା ରେ ୫୦ ଟି ଗାଈ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ବଡସାହି ବିଧାୟକ ସନାତନ ବିଜୁଳି ଅତିଥି ଭାବେ ଯୋଗଦେଇ ଏହି ଗାଈ ଗୁଡିକୁ ପ୍ରଦାନ କରିଥିବା ନେଇ ଜଣାପଡିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!