This browser does not support the video element.
ଗୋବିନ୍ଦପୁର: ବଡ଼ ଡୁମେରମୁଣ୍ଡା ରେ ଲଗାଣ ବର୍ଷାରେ ଭଙ୍ଗିଲା ଘରକାନ୍ଥ
Govindpur, Sambalpur | Sep 8, 2025
ବାମରା ଅଞ୍ଚଳ ରେ ଗତ ୩ ଦିନ ଧରି ହୋଇଥିଲା ଲଗାଣ ବର୍ଷା ରେ ବଡ଼ ଡୁମେରମୁଣ୍ଡା ର ଜଣକ ଘର କାନ୍ଥ ସମ୍ପୂର୍ଣ ଭାଙ୍ଗି ଯାଉଛି। ସୂଚନା ଅନୁସାରେ ବାମରା ଅଞ୍ଚଳ ରେ ହୋଇଥିବା ଲଘୁଚାପ ଜନିତ ବର୍ଷା ରେ ବାମରା ବ୍ଲକ ସଦର ମହକୁମା ସ୍ଥିତ ବଡ଼ ଡୁମେରମୁଣ୍ଡା ଗ୍ରାମ ର ଯୋଗେନ୍ଦ୍ର ଗୋଡ଼ ଙ୍କ ଘର କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ଉକ୍ତ ଭଙ୍ଗା ଘରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିବା ବେଳେ ସରକାରୀ ସହାୟତା ପାଇଁ ଯୋଗେନ୍ଦ୍ର ସୋମବାର ଅପରାହ୍ନ ୪ ଟାରେ ରାଜସ୍ବ ବିଭାଗ କୁ ଦାବି କରୁଛନ୍ତି।