Download Now Banner

This browser does not support the video element.

ବୀରମହାରାଜପୁର: ଉଲୁଣ୍ଡା ଥାନା ଅଂଚଳର ଜଣେ ନାବାଳିକକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ନାବାଳକ ଗିରଫ

Biramaharajpur, Subarnapur (Sonepur) | Sep 9, 2025
ଉଲୁଣ୍ଡା ଥାନା ଅଂଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ନାବାଲକକୁ ଗିରଫ କରିଛି ପୁଲିସ l ସୂଚନା ଅନୁସାରେ ନାବାଳିକାକୁ ନାବାଳକ ଜନକ ଦୁଷ୍କର୍ମ କରିଥିଲେ l ଏହି ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେଇଥିଲେ l ଏନେଇ ନାବାଳିକା ଜଣକ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା l ସେହି ଦିନ ଠାରୁ ଅଭିଯୁକ୍ତ ନାବାଳକ ଜନକ ଫେରାର ମାରିଥିଲା l ତେବେ ଆଜି ନାବାଳକକୁ ଗିରଫ କରି ଯୁବିନାଇଲ
Read More News
T & CPrivacy PolicyContact Us