Download Now Banner

This browser does not support the video element.

ଟିଟିଲାଗଡ: ତୁଷୁରା ଶୁକ ସାଗର ମାଲିକ ର ପୁଅ ଙ୍କ ମାଡ଼ରେ ଆହାତ ଜଣେ ନିରୀହ ଯୁବକ ବୋଲି ହେଲା ଅଭିଯୋଗ,ତୁଷୁରା ରେ ପ୍ରତିକ୍ରିୟା ଦେଲେ ୩ ଜଣ

Titlagarh, Balangir | Apr 27, 2025
ବଲାଙ୍ଗୀର ଜିଲ୍ଲା ତୁଷୁରା ସହରର ପତିତପାବନ ପଡା ର ଜଣେ ନିରୀହ ଯୁବକ ବେଡା ଆଜି ସଂଧ୍ୟା ରେ ଶୁକସାଗର ହୋଟେଲ କୁ ଯାଇଥିଲେ। କୈାଣସି କାରଣରୁ ବେଡାକୁ ଶୁକ ସାଗର ର ପୁଅ ମାଡ ମାରିବାରୁ ବେଡା ର ମୁଣ୍ଡରେ ଗଭିର ଆଘାତ ଲାଗି ମୁଣ୍ଡ ଫାଟି ଥିବା ଅଭିଯୋଗ ହୋଇଛି। ବେଡାକୁ ହସ୍ପିଟାଲ କୁ ଆଣିଥିବା ସମାଜ ସେବୀ ହରି ବାଗ ହସ୍ପିଟାଲ ପରିସରରେ ପ୍ରତିକ୍ରିୟା ଦେବା ପରେ। ଥାନା ପରିସରରେ ପ୍ରତିକ୍ରିୟା ଦେଲେ ୮ ଟା ୩୦ ରେ ସମୟରେ ବେଡା ଏବଂ ତାଙ୍କ ସମ୍ପର୍କୀୟ ଯୁବରାଜ।
Read More News
T & CPrivacy PolicyContact Us