This browser does not support the video element.
ବସ୍ତା: ମଥାନିରେ ବାଇକରେ ବ୍ରାଉନସୁଗାର ଚାଲାଣ ବେଳେ ମାଡି ବସିଲା ପୋଲିସ, ୨୯ ଗ୍ରାମର ବ୍ରାଉନସୁଗାର ଓ ବାଇକ ଜବତ ସହ ଅଭିଯୁକ୍ତ ଗିରଫ
Basta, Balasore | Sep 7, 2025
ବାଇକ ରେ ବ୍ରାଉନସୁଗାର ଚାଲାଣ ବେଳେ ମାଡି ବସିଲା ପୋଲିସ, 29 ଗ୍ରାମର ବ୍ରାଉନସୁଗାର ଏବଂ ଗୋଟିଏ ବାଇକ ଜବଦ କରିବା ସମେତ ଏହି ଘଟଣା ରେ ଜଣେ ବେପାରୀ କୁ ଗିରଫ କରିଛି ପୋଲିସ,ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଉପରତାପଣ୍ତା ଗ୍ରାମର ବିନୋଦ କୁମାର ବେହେରା ବାଇକ ରେ ବ୍ରାଉନସୁଗାର ନେଇ ଚାଲାଣ କରିବାକୁ ଯାଉଥିବା ବେଳେ ବସ୍ତା ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ମଥାନୀ ଠାରେ ଚଢଉ କରି ଥିଲେ,ଚଢଉ ସମୟରେ ବ୍ରାଉନସୁଗାର ସମେତ ବାଇକ ଜବଦ କରିଛି ପୋଲିସ, ଆଜି କୋୖର୍ଟ ଚାଲାଣ