Download Now Banner

This browser does not support the video element.

ଝରିଗାଁ: ତାଲିଅମ୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

Jharigan, Nabarangpur | Jun 28, 2024
ତାଲିଅମ୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ କୁମାରୀ ଜୟ ଲକ୍ଷ୍ମୀ ପଟ୍ଟନାୟକ ଙ୍କ ଅଵସର କାଳୀନ ସମାରୋହ ଆୟୋଜିତ ହେଲା। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏଵଂ ଛାତ୍ରୀ ଛାତ୍ରୀ ମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us