Download Now Banner

This browser does not support the video element.

ବଲାଙ୍ଗୀର: ତୁଳସୀନଗରରେ ଯୁବକ ଉପରେ ଆକ୍ରମଣ ମୁଣ୍ଡରେ ୧୩ଟି ସ୍ଟିଚ୍,ଭୀମଭୋଇ ମେଡିକାଲ ରେ ଭର୍ତ୍ତି

Balangir, Balangir | Sep 10, 2025
ଆକ୍ରମଣରେ ଯୁବକ ଆହତ ବଲାଙ୍ଗୀର ଟାଉନ ର ତୁଳସୀନଗର ଅଞ୍ଚଳରେ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ୨୬ ବର୍ଷୀୟ ସିବରାମ ସାହୁଙ୍କ ମୁଣ୍ଡରେ ଗୁରୁତର ଚୋଟ ଲାଗି ୧୩ଟି ସ୍ଟିଚ୍ ପଡ଼ିଛି। ପ୍ରଥମେ ତାଙ୍କୁ ବଲାଙ୍ଗୀର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟ ସ୍ଥିତି ସ୍ଥିର ଥିବା ସତ୍ତେ, ଆଗୁଆ ଚିକିତ୍ସା ପାଇଁ ଡାକ୍ତରମାନେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ରେଫର କରିଛନ୍ତି। କେଉଁ କାରଣ ରୁ ତାଙ୍କୁ ଆକ୍ରମଣ ହୋଇ ଛି ତାହା ଆଶ୍ୱାସ୍ପଷ୍ଟ ଥିବା ବେଳେ ପୋଲିସ ଯାଞ୍ଚ ଆରାମ କରିଛି ବୋଲି ଆଜି ସକାଳ 8ଟା ସମୟ ରେ ଜଣା ପଡିଛି
Read More News
T & CPrivacy PolicyContact Us