Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ମିନି ଷ୍ଟାଡିୟମରେ ଅଷ୍ଟମ ନୂଆପଡ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଶୁଭାରମ୍ଭ।

Nuapada, Nuapada | Aug 22, 2025
ଆଜି ଅପରାହ୍ନ ଚାରିଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ମହକୁମା ମିନି ଷ୍ଟାଡିୟମରେ ଅଷ୍ଟମ ନୂଆପଡ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ର ଶୁଭାରମ୍ଭ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଜିଲ୍ଲାର ପାଞ୍ଚଟି ବ୍ଲକ୍ ଓ ତିନିଟି ବିଜ୍ଞାପିତ ଅଂଚଳ ପରିଷଦ ଅଂଶ ଗ୍ରହଣ କରିଛନ୍ତି।ନୂଆପଡ଼ା ଜିଲ୍ଲା ଫୁଟବଲ୍ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ର ଫାଇନାଲ ୨୫ତାରିଖ ଦିନ ଖେଳାଯିବ।
Read More News
T & CPrivacy PolicyContact Us