Download Now Banner

This browser does not support the video element.

ରେଢାଖୋଲ: କଦଳୀଗଡ ସ୍ଥିତ ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

Rairakhol, Sambalpur | Aug 30, 2025
ରେଢ଼ାଖୋଲ ବ୍ଲକ କଦଳୀଗଡ ସ୍ଥିତ ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ସକାଳେ ଜାତୀୟ କ୍ରୀଡା ଦିବସ ଅଧ୍ୟକ୍ଷ ରାଜୀବ ଲୋଚନ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରଦର୍ଶିତା ଲାଭ କରିଥିବା ଖେଳାଳୀ ମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା ।
Read More News
T & CPrivacy PolicyContact Us