This browser does not support the video element.
ଢେଙ୍କାନାଳ ସଦର: ସ୍ଥାନୀୟ ସୁପର ଟାଇଗର କ୍ଲବ ପକ୍ଷରୁ ଗଣେଶଙ୍କଠାରେ ୫୬ ଭୋଗଲାଗି
Dhenkanal Sadar, Dhenkanal | Sep 1, 2025
ଢ଼େଙ୍କାନାଳ ସହରରେ ଚଳିତ ବର୍ଷ ୪୦ଟି କ୍ଲବ ପକ୍ଷରୁ ଗଣେଶ ପୂଜା ଧୁମଧାମରେ ପାଳିତ ହେଉଛି। ଏଥିପାଇଁ ବିଭିନ୍ନ କ୍ଳବ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି। ସୋମବାର ଦିନ ସନ୍ଧ୍ୟା ୭ଟାରେ ସହରସ୍ଥ ସୁପର ଟାଇଗର କ୍ଲବ ପକ୍ଷରୁ ଗଣେଶଙ୍କ ମଣ୍ଡପରେ ବିଭିନ୍ନ ରିତିନୀତିର ପୂଜାପାଠ ସହିତ ୫୬ ଭୋଗ ଲାଗି କରାଯାଇଛିା ଏହି ଭୋଗକୁ ଭକ୍ତମାନେ ପ୍ରଭୁଙ୍କ ଉଦ୍ଦେଶ୍ୟର ପ୍ରଦାନ କରିଥିଲେ । ୫୬ ଭୋଗ ଲାଗିପରେ ତାହାକୁ ପ୍ରସାଦ ରୂପେ ବାଣ୍ଟି ଦିଆଯାଇଥିଲା ।