Download Now Banner

This browser does not support the video element.

ରେଙ୍ଗାଲି: ବାବାବନ୍ଦ ନିକଟସ୍ଥ ରେଙ୍ଗାଲି ରାମସେନା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Rengali, Sambalpur | Oct 12, 2024
ରାମସେନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ରାମସେନା ପକ୍ଷରୁ ପିଓର ବୀଜ ଓ ନୀତିଶ ଅଗ୍ରୱାଲ ଫାଉଣ୍ଡେସନ ନାମକ ଦୁଇଟି ନୂତନ ଶାଖା ଆରମ୍ଭ କରାଯିବା ନେଇ ସୂଚନା ଦିଆଯାଇଛି l ନୂତନ ଶାଖା ପିଓର ବୀଜ ଦ୍ୱାରା ରେଙ୍ଗାଲି ଅଞ୍ଚଳ କୁ ସଫା ସୁତୁରା କରିବା ସହ ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣ କରାଯିବ l ସେହିପରି ନୀତିନ ଫାଉଣ୍ଡେସନ ପକ୍ଷରୁ ରେଙ୍ଗାଲି ତଥା ବୁର୍ଲା ମେଡିକାଲ କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ସୁଷମ ଖାଦ୍ୟର ବ୍ୟବସ୍ଥା ସହ ରୋଗୀଙ୍କ ପାଇଁ ଆର୍ଥିକ ସାହାଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀ ସୂଚନା ଦିଆଯାଇଛି
Read More News
T & CPrivacy PolicyContact Us