This browser does not support the video element.
ନୟାଗଡ ସଦର: କୃଷି ଓ କୃଷକ ସମସ୍ୟା ସମାଧାନ ନେଇ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେସାମ୍ବାଦିକ ସମ୍ମିଳନୀ ରେ ରାଷ୍ଟ୍ରୀୟ ସଂଯୋଜକଙ୍କ ପ୍ରତିକ୍ରିୟା
Nayagarh Sadar, Nayagarh | Aug 22, 2025
ଆଜି 11ଘଟିକା ସମୟ ରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ କୃଷି ଓ କୃଷକ ସମସ୍ୟା ସମାଧାନ ପାଇଁ ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ଏକ ପ୍ରମୁଖ କୃଷି ଭିତ୍ତିକ ଜିଲ୍ଲା । ଜିଲ୍ଲା ର ୭୫% ଲୋକ କୃଷି ଉପରେ ସମ୍ପୂର୍ଣ ନିର୍ଭରଶୀଳ। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଗତ ବି.ଜେ.ଡି ସରକାର ର ୨୫ ବର୍ଷ ଶାସନ ଓ ବର୍ତମାନ ର ବି.ଜେ.ପି ସରକାର ର ଏକ ବର୍ଷ ରୁ ଅଧିକ ଶାସନ ରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସମ୍ପୂର୍ଣ ବିପର୍ଯ୍ୟସ୍ତ । ଏହି ଉଭୟ ସରକାର ର ଅପାରଗତା ଯୋଗୁ କଂଗ୍ରେସ ସରକାର ସମୟରେ