Download Now Banner

This browser does not support the video element.

ସୋନପୁର: ଡୁଙ୍ଗୁରିପାଲି ବ୍ଲକ ଏ ସି ଓ ଏ ଏସ ଟି ସଂଘ ପକ୍ଷରୁ ଡୁଙ୍ଗୁରିପାଲି ବିଡ଼ିଓ ଙ୍କୁ ଦାବି ପାତ୍ର ପ୍ରଦାନ।

Sonapur, Subarnapur (Sonepur) | Sep 12, 2025
ଡୁଙ୍ଗୁରିପାଲି ବ୍ଲକ ଏ ସି ଓ ଏ ଏସ ଟି ସଂଘ ପକ୍ଷରୁ ବିଡ଼ିଓ ଙ୍କୁ ଦାବି ପାତ୍ର ପ୍ରଦାନ। ବିଗତ କିଛି ଦିନ ତଳେ ରାଜ୍ୟ ସରକାର ଏ ସି ଓ ଏ ଏସ ଟି ଉପରେ ଜାତୀୟଣ ଆକ୍ଷେପ ଅଭିଯୋଗ କୁ ଏସ ଆଇ ସ୍ତରୀୟ ଅଧିକାରୀ ତଦନ୍ତ କରିବା କୁ ଘୋଷଣା କରିଥିଲେ। ତାର ପ୍ରତିବାଦ ରେ ଆଜି ଉଭୟ ସଂଘ ର ସଦସ୍ୟ ମାନେ ଡୁଙ୍ଗୁରିପାଲି ବିଡିଓ ଙ୍କ ମାଧ୍ୟମ ରେ ରାଷ୍ଟ୍ରପତି ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ। ପୁଣି ଏସ ଡ଼ି ପି ଓ ସ୍ତରୀୟ ତଦନ୍ତ ପାଇଁ ଦାବି ଜଣାଇ ଥିଲେ। ଏଥିରେ ଏ ସି ଓ ଏ ଏସ ଟି ସଂଘ ର ସଭାପତି ଶ୍ୟାମସୁନ୍ଦର ଭୋଇ, ରାଜକ ସଂଘ ର ଜିଲ୍ଲା ସଭାପତି ରତ୍ନାକର ସେଠ, ଡୁଙ୍ଗୁରିପାଲି ବ୍ଲକ
Read More News
T & CPrivacy PolicyContact Us