Download Now Banner

This browser does not support the video element.

ନୟାଗଡ ସଦର: ଖଣ୍ଡପଡ଼ା ଥାନା ଅଧୀନ ସିଂଙ୍ଘାପଡା ଗାଁ ନିକଟ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

Nayagarh Sadar, Nayagarh | Aug 24, 2025
ସିଂଘାପଡା ଗାଁ ରେ ଅଭାବ ନିୟଘଟଣା, ଆଜି ଭୋର 5ଘଟିକା ସମୟ ରେ ତଳ ସାହିର ବାସିନ୍ଧା ଗୋଲାପ ବେହେରା ପୋଖରୀ ରେ ବୁଡି ଅକାଳ ମୃତ୍ୟୁ ହୋଇଛି, ବୃଦ୍ଧା ଜଣକ ଗାଧୋଇ ବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ, ଫଳରେ ସନ୍ଦେହ ଯାତହୋଇଥିଲା, ବହୁ ଖୋଜା ଖୋଜି ପରେ ମିଳି ନଥିଲା, ଦୀର୍ଘ ସମୟ ପରେ ନିକଟ ପୋଖରୀ ରେ ବୃଦ୍ଧା ଙ୍କ ମୃତ ଦେହ ଭାସୁ ଥିବା ନେଇ ସ୍ଥାନୀୟ ବାସିନ୍ଧା ଙ୍କ ନଜର କୁ ଆସିଥିଲା
Read More News
T & CPrivacy PolicyContact Us