This browser does not support the video element.
ପଟ୍ଟାଙ୍ଗୀ: ନାଗେଶ୍ବରୀ ପର୍ବତରୁ ଖଣି ଖନନ ନେଇ ବାଲଡାରେ ଅନୁଷ୍ଠିତ ଗ୍ରାମସଭାକୁ ନାଗେଶ୍ବରୀ ପର୍ବତ ସୁରକ୍ଷା ମଞ୍ଚ
Pottangi, Koraput | Oct 9, 2025
ନନ୍ଦପୁର ବ୍ଲକ ବାଲଡା ପଞ୍ଚାୟତ ନାଗେଶ୍ଵରୀ ପର୍ବତ ଖଣି ଖନନ ନେଇ ଆଜି ପ୍ରଶାସନ ପକ୍ଷରୁ ଗ୍ରାମସଭା ଅନୁଷ୍ଠିତ ହୋଇଛି। ଗ୍ରାମ ସଭାକୁ ସମ୍ପୁର୍ଣ୍ଣ ଭାବରେ ବିରୋଧ କରିଛନ୍ତି ନାଗେଶ୍ଵରୀ ପର୍ବତ ସୁରକ୍ଷା ମଞ୍ଚ। କମ୍ପାନୀ କୁ ସୁହାଇବା ଭଳି କାମ କରୁଛି ପ୍ରଶାସନ ମରିବୁ ପଛେ ଇଞ୍ଚେ ମାଟି ଦେବୁନାହିଁ ବୋଲି ଆଜି ଅପରାହ୍ନ ୪ଟା ସମୟରେ କହିଛନ୍ତି ନାଗେଶ୍ବରୀ ମାଳି ଡଙ୍ଗର ସୁରକ୍ଷା ମଞ୍ଚ ସମ୍ପାଦକ।