Download Now Banner

This browser does not support the video element.

ଢେଙ୍କାନାଳ ସଦର: ବସଷ୍ଟାଣ୍ଡ ନିକଟରେ ଢେଙ୍କାନାଳ ରୋଟ୍ରାକ୍ଟ କ୍ଲବର ଷଷ୍ଠତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ

Dhenkanal Sadar, Dhenkanal | Aug 24, 2025
ଢେଙ୍କାନାଳ ସହରସ୍ଥ ବସଷ୍ଟାଣ୍ଡ ନିକଟରେ ଥିବା ରୋଟାରି ଭବନଠାରେ ଢେଙ୍କାନାଳ ରୋଟ୍ରାକ୍ଟ କ୍ଳବର ୬ଷ୍ଠତମ ଅଧିଷ୍ଠାନ ଉତ୍ସବ ରବିବାର ସନ୍ଧ୍ୟା ୬ଟାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ IIMC ର ପ୍ରଫେସର ମୃଣାଣ ଚାଟାର୍ଜୀ ଏବଂ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ । କ୍ଲବ ପକ୍ଷରୁ ୨୦୨୫-୨୬ ବର୍ଷ ପାଇଁ ପୂର୍ବରୁ ଚୟନ କରାଯାଇଥିବା ପ୍ରେସିଡେଣ୍ଟ ଇଂ ସୋମ୍ୟବ୍ରତ ସାହୁ,ସେକ୍ରେଟାରୀ ପ୍ରଜ୍ଞା ବାଲଙ୍କୁ ଅତିଥିମାନେ ସମ୍ବନ୍ଧିତ କରିଥିଲେ । କ୍ଲବ ପକ୍ଷରୁ ବର୍ଷ ତମାମ କରାଯାଇଥିବା ବିଭିନ୍ନ ସାମାଜିକ ଓ ସେବା କାର୍ଯ୍ୟ ବିଷୟରେ ପ୍ରକାଶ କରିଥିଲେ ।
Read More News
T & CPrivacy PolicyContact Us