This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଅଁଳାତଳା ଗ୍ରାମ ଅଞ୍ଚଳର ଏକ କେନାଲରୁ ବିରାଟକାୟ ଅଜଗର ଉଦ୍ଧାର
Baripada M, Mayurbhanj | Sep 4, 2025
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନ ରେଞ୍ଜ ଅନ୍ତର୍ଗତ ଅଁଳାତଳା ଗ୍ରାମ ଅଞ୍ଚଳରୁ ଗତ ବିଳମ୍ୱିତ ରାତିରେ ଏକ ବିରାଟକାୟ ଅଜଗର ସାପ ଗ୍ରାମବାସୀ ଦ୍ବାରା ଉଦ୍ଧାର କରାଯାଇଛି। ଅଁଳାତଳା ଗ୍ରାମ ନିକଟରେ ଏକ କେନାଲରେ ଗ୍ରାମବାସୀ ମାଛ ଧରିବା ପାଇଁ ପଟା ବସେଇ ଥିଲେ। ସେଇ ପଟାରେ ପାଣି ସ୍ରୋତରେ ଭାସି ଆସି ଅଜଗର ଅଟକି ରହିଥିବା ଦେଖ୍ ଗ୍ରାମବାସୀ ସେଠାରୁ ଉଦ୍ଧାର କରି ବାଙ୍ଗିରିପୋଷି ବନ ବିଭାଗକୁ ଖବର ଦେଇଥିଲେ।