Install App
debakanta611
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ବାରବାଟିଆରେକୃଷ୍ଣଚନ୍ଦ୍ରମହାନ୍ତିଙ୍କପୁଅଜନ୍ମେଜୟ ମାହାନ୍ତିଦଶମଶ୍ରେଣୀବୋର୍ଡ଼ ପରିକ୍ଷାରେଅଭିଯୋଗଖାତାସଠିକଦେଖାହୋଇନାହିଁ।କୃଷ୍ଣଚନ୍ଦ୍ରମହାନ୍ତି
Bhadrak Rural, Bhadrak | Sep 13, 2025
ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅର୍ନ୍ତଗତ ବାରବାଟିଆ ଗାଁ ର କୃଷ୍ଣ ଚନ୍ଦ୍ର ମହାନ୍ତି ଙ୍କ ପୁତ୍ର ଜନ୍ମେଜୟ ମହାନ୍ତି ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରିକ୍ଷା ଦେଇଥିଲେ, କିନ୍ତୁ ପରିକ୍ଷା ଫଳ ବାହାରିଲା ପରେ ଜନ୍ମେଜୟ ଙ୍କ ଫଳା ଫଳ କମ ଆସିଛି ଏବଂ ପରିକ୍ଷା ଖାତାର ଦୁଇଫର୍ଦ ଦେଖୁଥିବା ଶିକ୍ଷକ ଦେଖିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଜନ୍ମେଜୟ ଙ୍କ ବାପା। ଆଜି ଦିନ ୪ ଘଟିକା ସମୟରେ ମତପ୍ରକାଶ କରିଛନ୍ତି ଅଭିଭାବକ।
Share
Read More News
T & C
Privacy Policy
Contact Us
Your browser does not support JavaScript!