Download Now Banner

This browser does not support the video element.

ଜି ଉଦୟଗିରି: ରାଇକିଆ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ରାଇକିଆ ପୋଲିସ ଗିରଫ କରି ଦେଶୀ ଓ ବିଦେଶୀ ମଦ ଜବତ ହୋଇଅଛି

G Udayagiri, Kandhamal | Sep 10, 2025
ରାଇକିଆ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ରାଇକିଆ ପୋଲିସ ଗିରଫ କରି ଦେଶୀ ମଦ ଜବତ ହୋଇଅଛି. ପ.ଥାନାରେ 276/2025 ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଥିବାର ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us