Download Now Banner

This browser does not support the video element.

ସୁକିନ୍ଦା: ବିରିଗଡ଼ା ରାସ୍ତାରେ ବାଇକ ଦୁର୍ଘଟଣାରେ ଯୁବ ସଙ୍ଗଠକ ଲିପୁ ନାଏକ ଆହତ

Sukinda, Jajpur | Sep 8, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ କବାଟ ଗ୍ରାମର ବାସିନ୍ଦା ଯୁବ ସଙ୍ଗଠକ ଲିପୁ ନାଏକ ବାଇକ ଯୋଗେ ଯାଉଥିବା ବେଳେ ତାଙ୍କ ବାଇକ ଚକା ମଧ୍ୟରେ ଏକ ଜଙ୍ଗଲି ଶିଆଳ ଦୃତ ଗତିରେ ଆସି ପଶି ଯାଇଥିଲା । ଫଳରେ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଲିପୁ ନାଏକ ଆହତ ହୋଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ସୋମବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us