This browser does not support the video element.
ବୌଦ୍ଧ ସଦର: ଚାରିଛକ ରେ ୩ଦିନ ବ୍ୟାପି ଚାଲିଥିବା ଗଜଲଷ୍ମୀ ପୂଜାର ଭାଷାଣି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି
Baudh Sadar, Boudh (Bauda) | Oct 8, 2025
ଆଜି ରାତ୍ର ୮ଟା ସମୟ, ହରାଭଙ୍ଗା ବ୍ଲକର ଚାରିଛକ ଠାରେ ୩ଦିନ ବ୍ୟାପି ଅନୁଷ୍ଠିତ ଗଜଲଷ୍ମୀ ପୂଜାର ଭସାଣି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମ ଦିନ କର୍ତା ଭାବେ ପ୍ରାଣବନ୍ଧୁ ପ୍ରଧାନ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟରେ ଦିଲ୍ଲୀପ ପ୍ରଧାନ ସହଯୋଗ କରିଥିଲେ । ୩ଦିନ ଧରି ପୂଜା ଚାଲିଥିବା ବେଳେ ଆଜି ବହୁ ଆଡମ୍ବରରେ ଚାରିଛକର ମୁଖ୍ୟ ରାସ୍ତା ୫୭ନମ୍ବର ଜାତୀୟ ରାଜପଥରେ ଭକ୍ତ ମାନଙ୍କ ଦ୍ୱରା ବହୁ ଆଡମ୍ବର ସାହି ମାଙ୍କ ପଶେଷନ କରି ପରିକ୍ରମ କଲା ପରେ ବିସର୍ଜନ ହୋଇଯାଇଛି l