This browser does not support the video element.
ଫୁଲବାଣୀ ସହର: ପ୍ରିଏଡି ଠାରେ ବିଷ୍ଣୁ ମଲ୍ଲିକଙ୍କ ବାପାଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଲେ ଦୁଇ ବିଧାୟକ ଓ ତିନି ପୂର୍ବତନ ବିଧାୟକ
Phulabani Town, Kandhamal | Aug 26, 2025
ବିଷ୍ଣୁ ମଲ୍ଲିକ ଙ୍କ ବାପା ସ୍ୱର୍ଗତ ବୁରେ ମଲ୍ଲିକ ଙ୍କ ଏ ଏକାଦଶ କାଯ୍ୟକ୍ରମ ରେ ଯୋଗ ଦେଲେ ବିଧାୟକ ଦୁଇ ବିଧାୟକ, ଦୁଇ ତିନି ପୁର୍ବତନ ବିଧାୟକ, ମଙ୍ଗଳବାର ଦିନ 11ଘଣ୍ଟିକା ସମୟରେ ବିଜେଡି ଯୁବ ସଭାପତି ବିଷ୍ଣୁ ମଲ୍ଲିକ ଙ୍କ ପିତା ଙ୍କ ଏକିଦଶ କାଯ୍ୟକ୍ରମ ଚାଲିଥିବା ସମୟରେ ପ୍ରିଏଡି ଗ୍ରାମକୁ ବାଲିଗୁଡା ବିଧାୟକ ଚକ୍ରମଣୀ କହଂର, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ପୁର୍ବତନ ବିଧାୟକ ସାଲୁଗା ପ୍ରଧାନ, ବୁଢା କଂହର, ବିଧାୟକ ଅଙ୍ଗଦ କଂହର, ପ୍ରମୁଖ ଯୋଗଦେଇଛନ୍ତି