Download Now Banner

This browser does not support the video element.

ଏମ.ଭି ୭୯: ପଡିଆ ବ୍ଲକ ମୁରୁବାନପଲ୍ଲୀ ଗ୍ରାମରେ ବିଶାଳକାୟ ତେନ୍ତୁଳି ଗଛ ପଡିବାରୁ ଭାଙ୍ଗିଲା ଆବାସ ଘର

MV 79, Malkangiri | Aug 22, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମୁରୁବାନପଲ୍ଲୀ ଗ୍ରାମର ଜଗା ମାଡି ନାମକ ବ୍ୟକ୍ତିଙ୍କ ଆବାସ ଘର ଉପରେ ଏକ ବିଶାଳକାୟ ତେନ୍ତୁଳି ଗଛ ପଡିବାରୁ ଘର ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us