Install App
khabr.malyabanta
This browser does not support the video element.
ମାଲକାନଗିରି: ଏମଭି ୯ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ନାନା ଅଭିଯୋଗକୁ ନେଇ ନିଜ କାର୍ଯ୍ୟାଳୟରେ ମତ ରଖିଲେ ଅତିରିକ୍ତ ବିଓ
Malkangiri, Malkangiri | Sep 6, 2025
ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି ୯ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ସାମନ୍ତରା ଜଣେ ୭ମ ଶ୍ରେଣୀ ଛାତ୍ରଙ୍କ ସହ ଅସଦାଚରଣ କରି ଛାତ୍ରଙ୍କ ଗୁପ୍ତାଙ୍ଗକୁ ଆଘାତ ଦେଇଥିଲେ। ଫଳରେ ଛାତ୍ର ଜଣଙ୍କ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲା। ଯାହାକୁ ନେଇ ଗ୍ରାମବାସୀ ଜାଣିବା ପରେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ତେବେ ଏହା ସତ୍ବ ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତାଙ୍କର ବଦଳି ଦାବି ହୋଇଥିବା ନେଇ ଏବିଓ ପ୍ରକାଶ କଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!