This browser does not support the video element.
କବିସୂର୍ଯ୍ୟନଗର: ଗାଙ୍ଗନାପୁର ଗ୍ରାମର ପୂଜା ମଣ୍ଡପ ବୁଲି ଆଶ୍ରିବାଦ କାମନା କଲେ ବିଧାୟକ
Kabisuryanagar, Ganjam | Sep 30, 2025
କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ମଙ୍ଗଳ ବାର ସନ୍ଧ୍ୟା 6.30 ମିନିଟ ସମୟରେ ଏହି ବ୍ଲକ ଅନ୍ତର୍ଗତ ଗାଙ୍ଗନାପୁର ଗ୍ରାମ କୁ ଗସ୍ତ କରି ଛନ୍ତି । ଗ୍ରାମବାସୀ ମାନେ ବିଧାୟକଙ୍କୁ ସମ୍ବର୍ଦ୍ଧନା କରିବା ସହ ଦୁର୍ଗା ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ । ମଣ୍ଡପ ଚାଲି ଥିବା ମା ଦୁର୍ଗାଙ୍କ ପୂଜା ଉତ୍ସବ ରେ ଯୋଗ ଦେବା ସହ ଆଶ୍ରିବାଦ କାମନା କରିଛନ୍ତି ବିଧାୟକ । ଏଥିସହ ନିର୍ବାଚନ ମଣ୍ଡଳ ର ସମସ୍ତ ଜନ ସାଧାରଣ ସୁଖ ଶାନ୍ତି ଓ ନିରୋଗ ଜୀବନ ଜାପନ କରିବା ପାଇଁ କାମନା କରିଛନ୍ତି । ତାଙ୍କ ସହ ମଣ୍ଡଳ ସଭାପତି, ପଂଚାୟତ ପ୍ରମୁଖ, ବୁଥ ସଭାପତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।