Download Now Banner

This browser does not support the video element.

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ‘ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ବୁଦ୍ଧିଜୀବୀ ସମ୍ମିଳନୀରେ ସାଂସଦ

Malkangiri, Malkangiri | Sep 24, 2025
ଆଜି ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ‘ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଲେ। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସକାର କରିବା ଦିଗରେ ସମସ୍ତେ ଏକଜୁଟ୍ ହୋଇ କାମ କରିବା ଏବଂ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାରର ତଥା ଉପଯୋଗୀତାକୁ ଆହୁରି ବ୍ୟାପକ କରିବା ପାଇଁ ସମସ୍ତଙ୍କୁ କରିଛନ୍ତି ଆହ୍ୱାନ।
Read More News
T & CPrivacy PolicyContact Us