Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଜୁଆଣପଲି ଗ୍ରାମ ସରକାରୀ ବିଦ୍ୟାଳୟରୁ ଲ୍ୟାପଟପ ଚୋରି ଅଭିଯୋଗ ପୋଲିସ ର ତଦନ୍ତ ଆରମ୍ବ ।

Digapahandi, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଜୁଆଣପଲି ଗ୍ରାମ ସରକାରୀ ବିଦ୍ୟାଳୟରୁ ଲ୍ୟାପଟପ ଚୋରି ଅଭିଯୋଗ ପୋଲିସ ର ତଦନ୍ତ ଆରମ୍ବ । ବିଦ୍ୟାଳୟରୁ କୌଣସି ଦୁବୃର୍ତ୍ତ ଲ୍ୟାପଟପ ଚୋରିକରିଥିବା ପ୍ରଧାନ ଶିକ୍ଷକ ପୋଡାମାରି ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ପୋଲିସ ପ୍ରଶାସନ ଘଟଣାର ତଦନ୍ତ ଚଳାଇଛି । ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଆଜି ଦିନ 11 ଘଣ୍ଟ ସମୟରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ଦୁବୃର୍ତ୍ତ କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।।।।
Read More News
T & CPrivacy PolicyContact Us