Download Now Banner

This browser does not support the video element.

ଗୋପାଳପୁର: ଧବଳେଶ୍ୱର ବେଳାଭୂମିରେ ଏନସିସି କ୍ୟାଡେଟ୍‌ମାନଙ୍କ ଦ୍ଵାରା ବିଶାଳ ସ୍ୱଚ୍ଛତା ଅଭିଯାନ

Gopalpur, Ganjam | Sep 23, 2025
ପୁନୀତ ସାଗର ଅଭିଯାନ" ଏବଂ "ସ୍ୱଚ୍ଛତା ହିଁ ସେବା" ଅଭିଯାନର ଅଂଶ ସ୍ବରୂପ ସେକେଣ୍ଡ ଓଡ଼ିଶା ବାଟାଲିଅନ୍ ଏନସିସି, ବ୍ରହ୍ମପୁର ପକ୍ଷରୁ "ଏକ ଭାରତ ଶ୍ରେଷ୍ଠ ଭାରତ (EBSB)" ଶିବିର ଅବସରରେ ଧବଳେଶ୍ୱର ବେଳାଭୂମିରେ ବିଶାଳ ବେଳାଭୂମି ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି।ମଂଗଳବାର ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆର୍ମି ଏଡି ବେଳାଭୂମି ରୁ ଧବଳେଶ୍ୱର ବେଳାଭୂମି ପର୍ଯ୍ୟନ୍ତ ସେକେଣ୍ଡ ଓଡ଼ିଶା ବାଟାଲିଅନ୍ ଏନସିସି, ବ୍ରହ୍ମପୁର ଓ ସହଯୋଗୀ ସଂଗଠନ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ପକ୍ଷରୁ ସଫଳତାର ସହିତ କରାଯାଇଥିଲା।
Read More News
T & CPrivacy PolicyContact Us