This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ଛେଣ୍ଡସ୍ଥିତ ଧାମରାସଂଘ ପକ୍ଷରୁ ସଂଘ ପରିସରରେ ଲୁଣିଆ ଓ ଇରମ ଶହିଦ ସ୍ମୃତି ଦିବସ ପାଳନ ହୋଇଯାଇଛି
Raurkela M, Sundargarh | Sep 28, 2025
ସେପ୍ଟେମ୍ବର ୨୮ତାରିଖ ସକାଳ ୧୦ଟାରୁ ଅପରାହ୍ନ ୨ଟା ୩୦ ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ଆବାହକତ୍ୱ ଓ ସହ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ବାନ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ତଥା କବି ରାଜୀବ ପାଣି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବକ୍ତବ୍ୟରେ କହିଲେ ସ୍ୱାଧୀନତା ଏକ ଶବ୍ଦ ନୁହେଁ,ଏହା ତ୍ୟାଗ ଓ ପ୍ରେରଣାର ଉତ୍ସ,ସହିଦଙ୍କ ସମ୍ପର୍କରେ ପଠାନରେ ନୁହେଁ,ଉତ୍ତର ପିଢ଼ି କିପରି ଦିଗଦର୍ଶନ ପାଇବେ ta