Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଆଜି ମାଉସୀ ମା ମନ୍ଦିର ନିକଟ ବଡଦାଣ୍ଡରେ ରିକ୍ସା ସହ ଏକ ବାଇକ ଧକ୍କା ହୋଇଛି l ରିକ୍ସାରେ ଥିବା ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି l
Puri M, Puri | Aug 26, 2025
ମୃତ ପର୍ଯ୍ୟଟକଙ୍କ ପରିଚୟ ଦିଲ୍ଲୀର ଯୋଗେନ୍ଦ୍ର ସିଂହ ୬୫ l ଟ୍ରାଫିକ ଥାନା ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାରକୁ ଜଣାଇଛନ୍ତି l ଅନ୍ୟ ପକ୍ଷରେ ବାଇକରେ ଥିବା ଦୁଇଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ରିକ୍ସା ଚାଳକ ମଧ୍ୟ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ପ୍ରକାଶ ଯେ ଯୋଗେନ୍ଦ୍ର ତାଙ୍କର ପଡୋଶୀ ରାଜେନ୍ଦ୍ର ସିଂହ ଙ୍କ ପୁରୀ ବୁଲିବାକୁ ଆସିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!