Install App
suru6633
This browser does not support the video element.
କଣ୍ଟାବାଞ୍ଜି: ଡୁଙ୍ଗୁରିଗୁଡା ଗାଁରେ ଅନୁଷ୍ଠିତ ନାମଯଜ୍ଞ ସଂକୀର୍ତ୍ତନରେ ଯୋଗଦେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
Kantabanji, Balangir | Mar 22, 2024
ଆଜି ରାତି ସମୟରେ ମୁରିବାହାଲ ବ୍ଲକ ଡୁଙ୍ଗୁରିଗୁଡା ଗାଁରେ ଆୟୋଜିତ ନାମଯଜ୍ଞ ସଂକୀର୍ତ୍ତନରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦାନ କରିଥିଲେ । ଭକ୍ତିମୟ ପରିବେଶ ମଧ୍ୟରେ ବିଧାୟକ ପ୍ରଭୁଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଡୁଙ୍ଗୁରିଗୁଡା ସହ ଆଖପାଖ ଗାଁ ଲୋକେ ମଧ୍ୟ ଏଥିରେ ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!