Download Now Banner

This browser does not support the video element.

ମାଲକାନଗିରି: ଛତିଶଗଡ଼ ଗରିଆବନ୍ଧ ଜଙ୍ଗରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ, ଜବାନଙ୍କ ଗୁଳିରେ ଦଶରୁ ଅଧିକ ମାଓବାଦୀ ନିହତ

Malkangiri, Malkangiri | Sep 11, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ଗରିଆବନ୍ଧ ଜଙ୍ଗଲ ରେ ସୁରକ୍ଷା କର୍ମୀ ଜବାନ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ । ପୋଲିସର ଏନକାଉଣ୍ଟର ରେ ଦଶରୁ ଅଧିକ ମାଓବାଦୀ ନିହତ । ଏନକାଉଣ୍ଟର ରେ ଟପ ମାଓବାଦୀ ସ୍ପେଶାଲ ଜର୍ଣ୍ଣାଲ କମ୍ମିଟି ମେମ୍ବର ପ୍ରମୋଦ ଓରଫ ପାଣ୍ଡୁ ସମେତ ଦଶ ମାଓବାଦୀ ନିହତ । ଏବେବି ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
Read More News
T & CPrivacy PolicyContact Us