This browser does not support the video element.
ସଦର: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି । ଆଜି ଦ୍ଵିତୀୟ ଦିନରେ ପାଳନ
Sadar, Kalahandi | Aug 25, 2025
କଳାହାଣ୍ଡି ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି । ଆଜି ଦ୍ଵିତୀୟ ଦିନରେ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରଥମୀ ତିଥିରେ କେସିଙ୍ଗା ବ୍ଲକ ପଥର୍ଲା ଗ୍ରାମରେ ୫ ହଜାରରୁ ଅଧିକ ଲୋକ ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ଭକ୍ଷଣ କରିଛନ୍ତି ।