This browser does not support the video element.
ପାଲଲହଡା: ତାଳଚେରରେ ରକ୍ତଦାନ ଶିବିର ଆୟୋଜନକୁ ନେଇ ବିଜେପି ଜିଲ୍ଲା ସଭାପତିଙ୍କ ପ୍ରତିକ୍ରିୟା
Palalahada, Angul | Sep 24, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ପାଳିତ ହେଉଥିବା ସେବାପକ୍ଷ ଅବସରରେ ବୁଧବାର ସକାଳ ୧୦ ଘଟିକା ସମୟରେ ଦେଉଳବେଡା ଡିସିଆଇ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକଙ୍କ ପ୍ରତିକ୍ରିୟା ।