This browser does not support the video element.
ବାସୁଦେବପୁର: ନ୍ୟୁ ଇଣ୍ଡିଆ ସାହି ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର
Basudebpur, Bhadrak | Apr 18, 2024
ନ୍ୟୁ ଇଣ୍ଡିଆ ସାହି ଛକ ନିକଟରେ ଗୁରୁବାର ବାଇକ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ପ୍ରଶାନ୍ତ ମଲିକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ପ୍ରଶାନ୍ତ ବାଇକ ଯୋଗେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ତଳେ ପଡ଼ି ଯାଇଥିଲେ ।