Download Now Banner

This browser does not support the video element.

ରେଙ୍ଗାଲି: ଧନକଉଡ଼ା ବ୍ଲକ ଅନ୍ତର୍ଗତ କୋର୍ଡଲା ପଞ୍ଚାୟତର ଭଳିଆପାଲି ଠାରେ ଏକ ଦିବସୀୟ ଫୁଟବଳ ପ୍ରତିଯୋଗିତା ଅନୁଷ୍ଠିତ l ଯୋଗଦେଲେ ବିଧାୟକ

Rengali, Sambalpur | Oct 11, 2024
ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଧନକଉଡ଼ା ବ୍ଲକ ଅନ୍ତର୍ଗତ କୋର୍ଡଲା ପଞ୍ଚାୟତର ଭଳିଆପାଲି ଠାରେ ଆଜି ଏକ ଦିବସୀୟ ଫୁଟବଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆଜି ସନ୍ଧ୍ୟା 5 ଟା ସମୟରେ ଏହି ଏକ ଦିବସିୟ ଫୁଟବଳ ପ୍ରତିଯୋଗିତା ର ଫାଇନାଲ ମେଚ ଅନୁଷ୍ଠିତ ହୋଇଥିଲା l ଏଥିରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏହାସହ ଫାଇନାଲ ମେଚ ର ବିଜେତା ଦଳ ତଥା ଉପ ବିଜେତା ଦଳକୁ ପୁରସ୍କୃତ ମଧ୍ୟ କରିଥିବା ନେଇ ସୂଚନା ରହିଛି l
Read More News
T & CPrivacy PolicyContact Us