Download Now Banner

This browser does not support the video element.

ନୂଆପଡା: କୁରୁମପୁରି ନିକଟରେ ବାଇକ୍ ଧକ୍କାରେ ଜଣେ ମହିଳା ମୃତ

Nuapada, Nuapada | Aug 26, 2025
ଆଜି ସନ୍ଧ୍ୟା ପ୍ରାୟ ସାତଟା ସମୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରୁମପୁରି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି।ମହିଳା ଜଣକ ନିଜର ସମ୍ପର୍କୀୟ ଘରକୁ ବୁଲି ଆସିଥିଲେ।ତେବେ ଜାତୀୟ ରାଜପଥ ୩୫୩ଉପରେ ସେ ଯାଉଥିଲା ବେଳେ ତାଙ୍କୁ ଏକ ବାଇକ୍ ଧକା ଦେଇ ଚାଲି ଯାଇଥିଲା ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣା ଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Read More News
T & CPrivacy PolicyContact Us