Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଲଘୁଚାପ ଜନିତ ବର୍ଷା ରେ ବାଲିଆ ଅଞ୍ଚଳ ରେ କୃତ୍ରିମ ବନ୍ୟା ପରିସ୍ଥିିତି, ଯାତାୟତ ବାଧାପ୍ରାପ୍ତ
Baleshwar M, Balasore | Oct 2, 2025
ଲଘୁଚାପ ଜନିତ ବର୍ଷାରେ ବାଲେଶ୍ଵର ବାଲିଆ ଅଞ୍ଚଳ ରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ଗୁରୁବାର ଦିନ ୨ଘଟିକା ରେ ରାସ୍ତା ଉପରେ ୩ଫୁଟ ଉଚ୍ଚତାର ପାଣି ଚାଲିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!