This browser does not support the video element.
ବାଲିଗୁଡା: ଗୁଞ୍ଜୁରୁପଡି ଠାରେ ଅଭିଶପ୍ତ ଜିବନ ବିତାଉଛନ୍ତି ଗୁଞ୍ଜୁରୁପଡି ଗ୍ରାମବାସୀ #jansamasya
Baliguda, Kandhamal | Sep 12, 2025
ବାଲିଗୁଡା ବ୍ଲକର ଗୁଞ୍ଜୁରୁପଡି ଠାରେ ଅଭିଶପ୍ତ ଜିବନ ବିତାଉଛନ୍ତି ଗ୍ରାମବାସୀ ବାରମ୍ବାର ବ୍ରିଜ ଟେ ପାଇଁ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ପାଖରେ ଧାଇଁ ଧାଇଁ କୈଣସି ସୁଫଳ ମିଳୁନାହିଁ, ଏହିଭଳି ଅଭିଯୋଗ କରିଛନ୍ତି ଶୁକ୍ରବାର ଦିନ 12ଘଣ୍ଟିକା ସମୟରେ ଗ୍ରାମବାସୀ ତେବେ ଏନେଇ ବିଡିଓ ଙ୍କୁ ଯଗାଯଗ ପାଇଁ ଚେଷ୍ଟା କରିଥିଲୁ କିଛି କହିବାକୁ ମନା ବିଡିଓ ଆସନ୍ତୁ ଶୁଣା କଣ ରହିଛି ଅଭିଯୋଗ