Install App
jagatsinghpurnews31
This browser does not support the video element.
ଜଗତସିଂହପୁର: କଟକ ପାରାଦ୍ୱୀପ ମୁଖ୍ୟରାସ୍ତା କୁଜଙ୍ଗ ବଳିୟାରସିଂ ପେଟ୍ରୋଲ ପମ୍ପ ନିକଟରେ ବାଇକି ଭାରସ୍ୟାମ ହରାଇ ଦୁର୍ଘଟଣା ଗ୍ରସ୍ତ, ଚାଳକ ଆହାତ
Jagatsinghapur, Jagatsinghpur | Aug 28, 2025
କଟକ ପାରାଦ୍ୱୀପ ମୁଖ୍ୟରାସ୍ତା କୁଜଙ୍ଗ ବଳିୟାରସିଂ ପେଟ୍ରୋଲ ପମ୍ପ ନିକଟରେ ବାଇକି ଭାରସ୍ୟାମ ହରାଇ ଦୁର୍ଘଟଣା ଗ୍ରସ୍ତ, ଚାଳକ ଆହାତ l ସୂଚନା ମୁତାବକ କଟକ ପାରାଦ୍ୱୀପ ମୁଖ୍ୟରାସ୍ତା କୁଜଙ୍ଗ ବଳିୟାରସିଂ ପେଟ୍ରୋଲ ପମ୍ପ ନିକଟରେ ବାଇକି ଭାରସ୍ୟାମ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ବାଇକି ଚାଳକ କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଉଦ୍ଧାର କରାଯାଇ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!