Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ସରକାରୀ ଅର୍ଥ ଆତ୍ମସାତ ନେଇ ପିଇଓ ଗିରଫ; ବାରିପଦା ସ୍ଥିତ ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟରେ ତାଙ୍କୁ କରାଗଲା ହାଜର

Baripada M, Mayurbhanj | Sep 12, 2025
ଭିଜିଲାନ୍ସ ପକ୍ଷରୁ ତଦନ୍ତ କରା ଯାଇଥିବା ବେଳେ ପୁଷ୍ପିତା ୫,୬୮,୯୫୦ଟଙ୍କା ଆତ୍ମସାତ କରିଥିବା ନେଇ ଜାଣିବାକୁ ପାଇଥିଲେ। ପିଇଓ ଥିବା ସମୟରେ ବରିଷ୍ଠ ନାଗରିକଙ୍କୁ ପେନସନ ରାଶି ପ୍ରଦାନ ନକରି ମିଛ ଦସ୍ତଖତ କରି ତାହାକୁ ବାଟ ମାରଣା କରିଥିଲେ। ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି। ବାରିପଦା ସ୍ଥିତ ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟରେ ତାଙ୍କୁ ହାଜର କରାଯାଇଛି।
Read More News
T & CPrivacy PolicyContact Us