Download Now Banner

This browser does not support the video element.

କୁଚିଣ୍ଡା: ସୁବର୍ଣ୍ଣପାଲି ହାଇସ୍କୁଲରେ ପଦ୍ମଶ୍ରୀ ମୋହନ ନାଏକ ଓ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଙ୍କ ଜନ୍ମ ଜୟନ୍ତୀ ପାଳିତ

Kochinda, Sambalpur | Sep 26, 2025
କୁଚିଣ୍ଡା ନିକଟ ସୁବର୍ଣ୍ଣପାଲି ହାଇସ୍କୁଲରେ ପଦ୍ମଶ୍ରୀ ମୋହନ ନାଏକ ଓ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଭାରତର ଜଣେ ପ୍ରତିଷ୍ଠିତ ସମାଜ ସନ୍ସ୍କାରକ ତଥା ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗର ଓ ଦଳିତ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଶ୍ରୀ ମୋହନ ନାୟକଙ୍କ ଜୟନ୍ତୀ ଅବସର ରେ ଶୁକ୍ରବାର ସୁବର୍ଣପାଲି ହାଇସ୍କୁଲ ଠାରେ ତାଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।
Read More News
T & CPrivacy PolicyContact Us