This browser does not support the video element.
ନୂଆପଡା: ଖରୀଆର ରୋଡ ସାହୁ ସମାଜ ପରିସରରେ ଭାମାଶା ସଦନ ର ଶୁଭ ଉଦ୍ଘାଟନ
Nuapada, Nuapada | Aug 22, 2025
ଆଜି ଦିନ ସାଢେ ବାରଟା ସମୟରେ ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ସହର ସାହୁ ସମାଜ ପରିସରରେ ଭାମାଶା ସଦନ ର ଶୁଭ ଉଦ୍ଘାଟନ ଓ କର୍ମା ମାତା ସଦନ ର ଭୂମି ପୂଜନ ହୋଇଯାଇଛି।ଏହି ଅବସରରେ ନୂଆପଡ଼ା ବିଧାୟକ ଙ୍କ ପ୍ରତିନିଧି ଜୟ ଢୋଲକିଆ ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ଵରି ସାହୁ ଧନୀରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ